ନ୍ୟୁୟର୍କ ଟ୍ରମ୍ପ୍‌ ଟାଓ୍ଵାର୍‌ରେ ଅଗ୍ନିକାଣ୍ଡ: ଜଣେ ମୃତ,୪ ଆହତ

ନ୍ୟୁୟର୍କ: ଶନିବାର ଦିନ ନ୍ୟୁୟର୍କସ୍ଥିତ ଟ୍ରମ୍ପ୍‌ ଟାଓ୍ଵାର୍‌ର ୫୦ ତାଲାରେ ଅଗ୍ନିକାଣ୍ଡ ଘଟିବାରୁ ଜଣେ ବୟୋବୃଦ୍ଧ ଲୋକଙ୍କର ମୃତ୍ୟୁ ଘଟିବା ସହ ୪ ଜଣ ନିଅାଁଲିଭାଳି ଆହତ ହୋଇଥିବା କଥା ଅଧିକାରୀମାନେ କହିଛନ୍ତି।ନ୍ୟୁୟର୍କ ପୁଲିସ ବିଭାଗ କହିଛି ଯେ ଅଧିକାରୀମାନେ ଅଗ୍ନିକାଣ୍ଡସ୍ଥଳରେ ପହଞ୍ଚିବା ପରେ ଚେତାଶୂନ୍ୟ ହୋଇ ପଡ଼ିଥିବା ଜଣେ ୬୭ ବର୍ଷିୟ ଲୋକଙ୍କୁ ପାଇଥିଲେ।ତାଙ୍କୁ ମାଉଣ୍ଟ୍‌ ସିନାଇ ରୁଜ୍‌ଭେଲ୍‌ଟ୍‌ ହସ୍‌ପିଟାଲ୍‌ ନିଆଯିବା ପରେ ସେଠାରେ ତାଙ୍କୁ ମୃତ ଘୋଷଣା … Continue reading ନ୍ୟୁୟର୍କ ଟ୍ରମ୍ପ୍‌ ଟାଓ୍ଵାର୍‌ରେ ଅଗ୍ନିକାଣ୍ଡ: ଜଣେ ମୃତ,୪ ଆହତ